Template:Appeal/default/or: Difference between revisions
Content deleted Content added
imported>Psubhashish Created page with " <!-- NOTE TO TRANSLATORS: This is another version of the Jimmy Letter that will be used at the end of the year. This one too re-uses man..." |
imported>Psubhashish Corrections |
||
Line 1:
=== ଉଇକିପିଡ଼ିଆ ପ୍ରତିଷ୍ଠାତା ଜିମି ଉଏଲସଙ୍କ ଠାରୁ । ===
--------------------------------------------------------------
ଗୁଗଲର ବୋଧେ ଲକ୍ଷାଧିକ ସର୍ଭର ଥାଇପାରେ । ୟାହୁର ବୋଧେ ୧୩,୦୦୦ କର୍ମଚାରୀ ଅଛନ୍ତି । ତେବେ ଆମର ୬୭୯ ଗୋଟି ସର୍ଭର ଓ ୯୫ ଜଣ କର୍ମଚାରୀ ଅଛନ୍ତି ।
Line 19 ⟶ 6:
ବଣିଜ ଭଲ କଥା । ବିଜ୍ଞାପନ ମଧ୍ୟ କିଛି ଖରାପ କଥା ନୁହେଁ । କିନ୍ତୁ ସେସବୁ ଏଠାରେ ନାହିଁ । ଉଇକିପିଡ଼ିଆରେ ନାହିଁ ।
ଉଇକିପିଡ଼ିଆର ଗଢ଼ଣ ନିଆରା । ଏହା ଗୋଟିଏ ଖୋଲା ଜ୍ଞାନକୋଷ ବା ପାଠାଗାର ଭଳି । ଏହା ହେଉଛି ଏକ ଜ୍ଞାନ ମନ୍ଦିର ଯେଉଁଠିକି ଆମେ ସମସ୍ତେ ଯାଇ ନିଜ ଭାବନା ପ୍ରକାଶ କରିପାରିବା, ଶିଖିପାରିବା ଓ ନିଜ ଜ୍ଞାନକୁ ଅନ୍ୟମାନଙ୍କ ସହ ବାଣ୍ଟି ପାରିବା ।
ଯେତେବେଳେ ମୁଁ ପ୍ରଥମେ ଉଇକିପିଡ଼ିଆ ଗଢ଼ିଲି, ଏହାକୁ ମୁଁ ପ୍ରଚାର ପତ୍ରର ସାହାଯ୍ୟରେ ଏକ ଲାଭକାରୀ ସଙ୍ଗଠନ କରିପାରିଥାନ୍ତି, କିନ୍ତୁ ମୁଁ କିଛି ନିଆରା କରିବାକୁ ସିଦ୍ଧାନ୍ତ ନେଲି । ଏହାକୁ ସ୍ଥିର ଓ ଅଟଳ କରିବା ନିମନ୍ତେ ଆମେମାନେ ବର୍ଷ ପରେ ବର୍ଷ କଠିନ ପରିଶ୍ରମ କରିଛୁ । ଆମେ ଆମର ଲକ୍ଷ ହାସଲ କରୁ ଓ ଅଳିଆ ଛାଡ଼ି ଦେଉ ।▼
ଏହାକୁ ପଢୁଥିବା ସମସ୍ତ ବ୍ୟକ୍ତି ଯଦି ୨୫୦ଟଙ୍କା ଲେଖାଏଁ ଦାନ କରିଥାନ୍ତେ,ତେବେ ଆମକୁ ବର୍ଷରେ ଗୋଟେ ଦିନ ଏହିପରି କରିବାକୁ ପଡ଼ିଥାନ୍ତା, ହେଲେ ସଭିଏଁ ଦାନକରିବାକୁ ଚାହିଁବେ ନାହିଁ ବା କରିବେ ନାହିଁ । ସେମିତି ହେଲେ ବି ଚଳିବ । ସବୁ ବର୍ଷ ଯଥେଷ୍ଟ ଲୋକ ଦାନ କରିବାକୁ ସ୍ଥିର କରିଥାନ୍ତି ।
▲ଯେତେବେଳେ ମୁଁ ପ୍ରଥମେ ଉଇକିପିଡ଼ିଆ ଗଢ଼ିଲି, ଏହାକୁ ମୁଁ ପ୍ରଚାର ପତ୍ରର ସାହାଯ୍ୟରେ ଏକ ଲାଭକାରୀ ସଙ୍ଗଠନ କରିପାରିଥାନ୍ତି, କିନ୍ତୁ ମୁଁ କିଛି ନିଆରା କରିବାକୁ ସିଦ୍ଧାନ୍ତ ନେଲି । ଏହାକୁ ସ୍ଥିର ଓ ଅଟଳ କରିବା ନିମନ୍ତେ ଆମେମାନେ ବର୍ଷ ପରେ ବର୍ଷ କଠିନ ପରିଶ୍ରମ କରିଛୁ । ଆମେ ଆମର ଲକ୍ଷ ହାସଲ କରୁ ଓ ଅଳିଆ ଛାଡ଼ି ଦେଉ ।
ଏହି ବର୍ଷ
ସାଧୁବାଦ,
|