Template:Appeal/Alan/or: Difference between revisions

Content deleted Content added
Jsoby (talk | contribs)
m 1 revision: importing ready appeals
imported>Jnanaranjan sahu
No edit summary
Line 9:
ଆମେ ଖାଲି ଆପଣଙ୍କଠାରୁ ୨୫0 ଟଙ୍କା, ୫00 ଟଙ୍କା, ୧000 ଟଙ୍କା କିମ୍ବା ନିଜ ପାରିବା ମୁତାବକ କିଛିବି ଦେଇ ଉଇକିପେଡ଼ିଆର ଏହି ତଥ୍ୟ ଗୁଡିକୁ ସବୁବେକେ ଆପଣଙ୍କ ସହ ରଖିବାକୁ ଚାହୁଛୁ ।
 
କାରିଗରୀ କୌଶଳ ଯାହା ଆମ କାମକୁ ସାହାଜ୍ୟ କରେ ତାହା ୱିକିମେଡିଆ ଫାଉଣ୍ଡସନ ଯାହାକି ଏକ ଅଣଲାଭକରି ସଂସ୍ଥା ଓ ତାହା ଏବେ ମର୍ମନ୍ତୁଦ ଅବସ୍ଥାରେ ।ଗୁଗଲର ଉଇକିପେଡିଆପ୍ରାୟତଃ ଦୁନିଆରଲକ୍ଷଧିକ ପଞ୍ଚମସର୍ଭର ଅଗ୍ରଣୀଥାଇପାରେ ଦେଖାଯାଉଥିବା ୱେବସାଇଟ,ୟାହୂର ଯାହାକିବୋଧେ ମାତ୍ର୧୩,୦୦୦ '''୩୭୦କର୍ମଚାରୀ ସର୍ଭରଥାଇପାରନ୍ତି ୧୦୦ତେବେ ଜଣଆମର କର୍ମକର୍ତା'''କୁ୬୭୯ଟି ନେଇସର୍ଭର ଚଳୁଛି ୯୫ ଏହା ପ୍ରକୃତରେ ଏକଜଣ ପ୍ରଶଂସାଯୋଗ୍ୟକର୍ମଚାରୀ କଥାଅଛନ୍ତି
 
ଉଇକିପିଡ଼ିଆ ହେଉଛି ଇନ୍ଟରନେଟ ଦୁନିଆର ପଞ୍ଚମ ଅଗ୍ରଣୀ ୱେବସାଇଟ ଯିଏକି ପ୍ରତି ମାସରେ ୪୫୦୦ଲକ୍ଷ ବିଭିନ୍ନ ଲୋକଙ୍କୁ ସେବା ଦେଇ ଆସୁଛି କୋଟି କୋଟି ପ୍ରୁଷ୍ଠା ଦେଖଣା ମଧାମରେ ।
ଏହି ତଳ ୫ଟି ୱେବସାଇଟ ସହ ତାହାକୁ ତୁଳନା କରନ୍ତୁ :
 
*ଗୁଗୁଲ: ୧,000,000 ସର୍ଭର, ୨୪,000 କର୍ମଚାରୀ
*ଫେସବୁକ: ୬0,000 ସର୍ଭର, ୨,000 କର୍ମଚାରୀ
*ମାଇକ୍ରୋସୋଫ୍ଟ: ୨୨0,000 ସର୍ଭର, ୯0,000 କର୍ମଚାରୀ
*Yahoo: ୫0,000 ସର୍ଭର, ୧୩,୯00 କର୍ମଚାରୀ.
 
ଉଇକିମେଡିଆ ଫାଉଣ୍ଡସନ ଗୋଟେ ଏମିତି ଜାଗା ଯେଉଁଠି ଆପଣଙ୍କ ଛୋଟ ଦାନ ବହୁତ ବାଟ ଯାଏ, ବହୁତ ।
 
ଅର୍ଥନୀତି ଏପରି ଗଢା ହେଇଛି ଯେମିତି କି, ଆମେ ଭାବୁଛୁ ଯେ ଲୋକମାନେ ଖାଲି ଅର୍ଥ ଲୋଭରେ କାମ କରନ୍ତି । ଆପଣ ଏମିତି କାହାକୁ ପାଇବେ ଯିଏ ବିନା ପଇସାରେ କାମ କରିବ ?