Template:Appeal/default/or: Difference between revisions

Content deleted Content added
imported>Psubhashish
Created page with " <!-- NOTE TO TRANSLATORS: This is another version of the Jimmy Letter that will be used at the end of the year. This one too re-uses man..."
 
imported>Psubhashish
Corrections
Line 1:
=== ଉଇକିପିଡ଼ିଆ ପ୍ରତିଷ୍ଠାତା ଜିମି ଉଏଲସଙ୍କ ଠାରୁ । ===
<!-- NOTE TO TRANSLATORS:
--------------------------------------------------------------
 
This is another version of the Jimmy Letter that will be used at the end of the year. This one too re-uses many parts of "Jimmy Letter 002".
 
It is not very high priority, as we will use the translations of "Jimmy Letter 002" instead of this one hasn't been translated, but it would still be nice to have.
 
-->
 
ଶେଷକଥା; {{AppealTimeLeft|ଆଉ ମାତ୍ର କିଛି ଦିନ ବାକି ରହିଲା ।|ଆଉ କିଛି ଘଣ୍ଟା ବାକି ରହିଲା ।}}
<!-- These two will not be used at the same time, of course. -->
 
ଆମେ ବର୍ଷ ସେହି ସମୟରେ ଯେତେବେଳେ ଜଗତ ଯାକର ଲୋକେ ଏକାଠି ଆସି ଉଇକିପିଡ଼ିଆର ପରିଚାଳନା ଓ ରକ୍ଷା ପାଇଁ ସହଯୋଗ କରିଥାନ୍ତି ।
 
ଯଦି ଏହାକୁ ପଢୁଥିବା ସବୁ ଲୋକ ୫୦୦ ଟଙ୍କା ଲେଖାଏଁ ଦାନ କରିଥାନ୍ତେ, ତେବେ ଆମେ କେବେଠାରୁ ଆମର ପାଣ୍ଠିସଙ୍ଗ୍ରହର ଲକ୍ଷ ପୁରଣ କରିସାରିଥାନ୍ତୁ । ହେଲେ ସଭିଏଁ ଦାନକରିବାକୁ ଚାହିଁବେ ନାହିଁ ବା କରିବେ ନାହିଁ । ସେମିତି ହେଲେ ବି ଚଳିବ । ସବୁ ବର୍ଷ ଯଥେଷ୍ଟ ଲୋକ ଉଇକିପିଡ଼ିଆକୁ ସହଯୋଗ କରିବା ନିମନ୍ତେ ଅଳ୍ପ କିଛି ଦାନ କରିବାକୁ ସ୍ଥିର କରିଥାନ୍ତି । ୨୫୦ ଟଙ୍କା, ୫୦୦ ଟଙ୍କା, ୧୦୦୦ ଟଙ୍କା କିମ୍ବା ନିଜ ପାରିବା ମୁତାବକ କିଛିବି ଉଇକିପିଡ଼ିଆର ରକ୍ଷଣାବେକ୍ଷଣା ନିମନ୍ତେ ଦାନ କରନ୍ତୁ, ଯାହା ଆମକୁ ଆମ ଲକ୍ଷସ୍ଥଳରେ ପହଞ୍ଚିବାରେ ସାହାଯ୍ୟ କରିବ ।
 
ଗୁଗଲର ବୋଧେ ଲକ୍ଷାଧିକ ସର୍ଭର ଥାଇପାରେ । ୟାହୁର ବୋଧେ ୧୩,୦୦୦ କର୍ମଚାରୀ ଅଛନ୍ତି । ତେବେ ଆମର ୬୭୯ ଗୋଟି ସର୍ଭର ଓ ୯୫ ଜଣ କର୍ମଚାରୀ ଅଛନ୍ତି ।
 
Line 19 ⟶ 6:
 
ବଣିଜ ଭଲ କଥା । ବିଜ୍ଞାପନ ମଧ୍ୟ କିଛି ଖରାପ କଥା ନୁହେଁ । କିନ୍ତୁ ସେସବୁ ଏଠାରେ ନାହିଁ । ଉଇକିପିଡ଼ିଆରେ ନାହିଁ ।
 
ଉଇକିପିଡ଼ିଆର ଗଢ଼ଣ ନିଆରା । ଏହା ଗୋଟିଏ ଖୋଲା ଜ୍ଞାନକୋଷ ବା ପାଠାଗାର ଭଳି । ଏହା ହେଉଛି ଏକ ଜ୍ଞାନ ମନ୍ଦିର ଯେଉଁଠିକି ଆମେ ସମସ୍ତେ ଯାଇ ନିଜ ଭାବନା ପ୍ରକାଶ କରିପାରିବା, ଶିଖିପାରିବା ଓ ନିଜ ଜ୍ଞାନକୁ ଅନ୍ୟମାନଙ୍କ ସହ ବାଣ୍ଟି ପାରିବା ।
ଯେତେବେଳେ ମୁଁ ପ୍ରଥମେ ଉଇକିପିଡ଼ିଆ ଗଢ଼ିଲି, ଏହାକୁ ମୁଁ ପ୍ରଚାର ପତ୍ରର ସାହାଯ୍ୟରେ ଏକ ଲାଭକାରୀ ସଙ୍ଗଠନ କରିପାରିଥାନ୍ତି, କିନ୍ତୁ ମୁଁ କିଛି ନିଆରା କରିବାକୁ ସିଦ୍ଧାନ୍ତ ନେଲି । ଏହାକୁ ସ୍ଥିର ଓ ଅଟଳ କରିବା ନିମନ୍ତେ ଆମେମାନେ ବର୍ଷ ପରେ ବର୍ଷ କଠିନ ପରିଶ୍ରମ କରିଛୁ । ଆମେ ଆମର ଲକ୍ଷ ହାସଲ କରୁ ଓ ଅଳିଆ ଛାଡ଼ି ଦେଉ ।
 
ଏହାକୁ ପଢୁଥିବା ସମସ୍ତ ବ୍ୟକ୍ତି ଯଦି ୨୫୦ଟଙ୍କା ଲେଖାଏଁ ଦାନ କରିଥାନ୍ତେ,ତେବେ ଆମକୁ ବର୍ଷରେ ଗୋଟେ ଦିନ ଏହିପରି କରିବାକୁ ପଡ଼ିଥାନ୍ତା, ହେଲେ ସଭିଏଁ ଦାନକରିବାକୁ ଚାହିଁବେ ନାହିଁ ବା କରିବେ ନାହିଁ । ସେମିତି ହେଲେ ବି ଚଳିବ । ସବୁ ବର୍ଷ ଯଥେଷ୍ଟ ଲୋକ ଦାନ କରିବାକୁ ସ୍ଥିର କରିଥାନ୍ତି ।
ଯେତେବେଳେ ମୁଁ ପ୍ରଥମେ ଉଇକିପିଡ଼ିଆ ଗଢ଼ିଲି, ଏହାକୁ ମୁଁ ପ୍ରଚାର ପତ୍ରର ସାହାଯ୍ୟରେ ଏକ ଲାଭକାରୀ ସଙ୍ଗଠନ କରିପାରିଥାନ୍ତି, କିନ୍ତୁ ମୁଁ କିଛି ନିଆରା କରିବାକୁ ସିଦ୍ଧାନ୍ତ ନେଲି । ଏହାକୁ ସ୍ଥିର ଓ ଅଟଳ କରିବା ନିମନ୍ତେ ଆମେମାନେ ବର୍ଷ ପରେ ବର୍ଷ କଠିନ ପରିଶ୍ରମ କରିଛୁ । ଆମେ ଆମର ଲକ୍ଷ ହାସଲ କରୁ ଓ ଅଳିଆ ଛାଡ଼ି ଦେଉ ।
 
ଏହି ବର୍ଷ ଦୟାକରି୨୫୦ ଟଙ୍କା, ୫୦୦ ଟଙ୍କା, ୧୦୦୦ ଟଙ୍କା କିମ୍ବା ନିଜ ପାରିବା ମୁତାବକ କିଛିବି ଉଇକିପିଡ଼ିଆର ରକ୍ଷଣାବେକ୍ଷଣା ନିମନ୍ତେ କିଛି ଦାନ କରନ୍ତୁ ।
 
ସାଧୁବାଦ,